ଗଛ କୋରଡରେ ବିତିଲା ୨୦ ଘଣ୍ଟା, ଭରା ନଇରୁ ଉଦ୍ଧାର ହେଲେ ୪୫ ବର୍ଷିୟ ବ୍ୟକ୍ତି।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଚାଷ ଜମି ନିକଟରେ ରହିଥିବା ପୋଟେରୁ ନଦୀ ତଟରେ ମାଛ ଧରିବା ଡଙ୍ଗା ରହିଥିଲା ବେଳେ ଲଗାଣ ବର୍ଷା ଯୋଗୁଁ ଡଙ୍ଗାଟିକୁ ପାଣିରୁ ବାହାର କରିବାକୁ ଯାଇ ଭରା ନଇରେ ଫସିଗଲେ ବୃଦ୍ଧା। ତେବେ ପ୍ରାୟ ୨୦ ଘଣ୍ଟା ପରେ…

ସଂଯୁକ୍ତା ସେଠି ପାଇଲେ ଫ୍ଲୋରେନ୍ସ ନାଇଟାଙ୍ଗେଲ ପୁରସ୍କାର।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନର୍ସିଙ୍ଗ ଅଧିକାରୀ ଏବଂ ଅସ୍ତ୍ରୋପଚାର ଗୃହ ଭାରା ପ୍ରାପ୍ତ ଭାବେ କାର୍ଯ୍ୟରତ ସଂଯୁକ୍ତା ସେଠି ପାଇଲେ ଫ୍ଲୋରେନ୍ସ ନାଇଟାଙ୍ଗେଲ ପୁରସ୍କାର।ସେପ୍ଟେମ୍ବର ୧୧ ତାରିଖରେ ଅର୍ଥାତ୍ ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ…

ଧୋଇନେଲା ବନ୍ୟା ପାଣି ; କନ୍ୟାଶ୍ରାମ ଠାରୁ ପଡିଆ ବ୍ଲକ ଯିବା ରାସ୍ତା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଲଘୁଚାପ ଜନିତ ଲଗାଣ ବର୍ଷା ରେ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇଥିବା ବେଳେ ଗତ କାଲି ଠାରୁ ଏପର୍ଯ୍ୟନ୍ତ ପଡିଆ ବ୍ଲକ ଅଧୀନ କାନ୍ୟାଶ୍ରମ ପୋଲ ଉପରେ ବନ୍ୟା ପାଣିର ଲୋହାରୀ ମାରୁଛି କାଲିମେଳା ବ୍ଲକ ଠାରୁ ପଡିଆ…

୧୫ କିଲୋ ଗଞ୍ଜେଇ ସହ ଦୁଇ ଗିରଫ।

ରାଇଘର(ସାଇ କ୍ରିଷ୍ଣା)ନବରଙ୍ଗପୁର ଜିଲ୍ଲା ରାଇଘର ପୁଲିସ ପକ୍ଷରୁ ଗତ କାଲି ସନ୍ଧ୍ୟାରେ ତିନି ବ୍ୟାଗ ଗଞ୍ଜେଇ ଜବତ କରିବା ସହିତ ଦୁଇ ଚାଲାଣକାରୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଗାଡ଼ି ମୋଟର ଯାଞ୍ଚ ସମୟରେ ଗଞ୍ଜାପାରା ସ୍ଥିତ ଆଈଟିଆଈ କେନ୍ଦ୍ର ସାମ୍ମୁଖରେ ଏହି…

କନ୍ଧମାଳର ଚିତ୍ରଶିଳ୍ପୀ ପ୍ରସାଦ ସୋନୁଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ) ଗତ ସାଧାରଣ ନିର୍ବାଚନ ରେ ନିର୍ବାଚନ ପ୍ରଚାର ଗସ୍ତରେ ମଇ ମାସ ୧୧ ତାରିଖରେ କନ୍ଧମାଳ ଜିଲା ସଦର ମହକୁମା ଫୁଲବାଣୀକୁ ପ୍ରଚାରରେ ଆସିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ୱତନ୍ତ୍ର ଓ…

ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗରେ ସ୍ଵାଗତ ସମାରୋହ।

ବାଲିଗୁଡା,୧୦/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ ସମାରୋହ ଉତ୍ସବ ଆୟୋଜିତ ହୋଇଯାଇଛି। ଉକ୍ତ ସମାବେଶରେ ମୁଖ୍ୟ ଅତିଥି…

ମାଲକାନଗିରି ଜିଲ୍ଲା ଲଗାଣ ବର୍ଷା ସ୍ଥିତି ନେଇ ସମୀକ୍ଷା କଲେ ରାଜ୍ୟ ପ୍ରତିନିଧି ଦଳ।

ବିଜୁଳି ସଂଯୋଗୀକରଣ ଓ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା। ମାଲକାନଗିରି(କ୍ରୋନିକ ଓଡ଼ିଶା)ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ଲଗାଣ ବର୍ଷା ନେଇ ମାଲକାନଗିରି ଗସ୍ତ କରିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ପ୍ରମୁଖ ଶାସନ ସଚିବ, ବିଷ୍ଣୁପଦ ସେଠୀ,…

ରେଡ୍ ଓ୍ବାର୍ଣ୍ଣିରେ ମାଲକାନଗିରି ; ବନ୍ଦ ରହିବ ସ୍କୁଲ।

ମାଲକାନଗିରି(କ୍ରୋନିକ୍ ଓଡ଼ିଶା)ମାଲକାନଗିରି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣି ଜାରି ହେବା ପରେ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି।ଭାରତୀୟ ପାଣିପାଗ ବିଭାଗଙ୍କ ପୂର୍ବାନୁମାନ ଅନୁସାରେ ଆସନ୍ତାକାଲି ଜିଲ୍ଲାରେ ରେଡ୍ୱର୍ଣିଂ ଜାରି ହୋଇଛି। ତେଣୁ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ଜନସାଧାରଣଙ୍କ ଅବଗତି…

ମୌଳିକ ସୁବିଧାରୁ ବଞ୍ଚିତ ୩୮ ବିସ୍ଥାପିତ କୁଟିଆ ଆଦିବାସୀ ଭିଟାମାଟି ଫେରିବେ।

କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ପ୍ରଶାସନ ଉପରେ ଭରସା କରି ପାହାଡ଼ ଉପର ଗାଁରୁ ତଳକୁ ଆସି ବସତି ସ୍ଥାପନ କଲେ; କିନ୍ତୁ ଏଠାରେ ଦୁର୍ଦ୍ଦଶାରେ ଏତେ ବଢ଼ିଗଲା ଯେ ଦିନ କାଟିବା ଅସମ୍ଭବ ହୋଇପଡ଼ିଲା । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ…

ବାଲିମେଳା ସହରରେ ପ୍ରବଳ ବର୍ଷା, ଭୁଷୁଡି ପଡିଲା ଗଛ ଅଳ୍ପକେ ବର୍ତିଲେ ଡ୍ରାଇଭର।

ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ତିନିଦିନଯାକ ଲଗାଣ ବର୍ଷାଲାଗିରହିଥିବାବେଳ ହଠାତ ଅପରାହ୍ନରେ ବାଦଲ ଫଟା ବର୍ଷା ଫଳରେ ବିଭିନ୍ନ ବସ୍ତି ଅଞ୍ଚଳରେ ଘରେ ଘରେ ପାଣି ପସିଯାଇଥିଲା।ରୋଡ କଡ଼ରେ ପରିବା ବିକାଳୀ ପରିବା ଗୁଡିକ ଭାସିଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି ଏନ…

You cannot copy content of this page