ମଙ୍ଗ ଧରିଲେ ବିଧାୟକ ମଙ୍ଗୁ ; ଦେଶୀ ଡଙ୍ଗା ଚଲେଇ ବୁଝିଲେ ଲୋକଙ୍କ ସମସ୍ୟା।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଲୋକଙ୍କ ସମସ୍ୟା ବୁଝିବାକୁ ସବୁବେଳେ ଆଗଭର ହୋଇ ରହିଥାନ୍ତି। ମାଥିଲି ବ୍ଲକର ଗଜିଆଗୁଡା ଗାଁକୁ ଯିବା ପାଇଁ ନାହିଁ ରାସ୍ତା ତେଣୁ ବିଧାୟକ ଖୋଦ ଦେଶୀ ଡଙ୍ଗାର ମଙ୍ଗଳ ଧରି ନଦୀ…
କଲିକତାରେ ବଙ୍ଗ ଗୌରବରେ ସଂମ୍ମାନୀତ ହେଲେ ନଳିନୀ।
କୋରାପୁଟ(ଭେଙ୍କେଟେସ ରାଓ)କୋରାପୁଟ ଜିଲ୍ଲା ଜୟପୁର ସହରରେ ଆଇନଜୀବୀ ଭାବେ କାର୍ଯ୍ୟରତ ନଳିନୀ ରଥ ତାଙ୍କ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଲିକତା ଠାରେ ବଙ୍ଗ ଗୌରବରେ ସଂମ୍ମାନୀତ ହୋଇଛନ୍ତି। ସୂଚନା ଥାଉକି ପୂର୍ବରୁ ସେ ଅନେକ ସମାଜସେବା ସହ…
ଗାନ୍ଧୀ ଜୟନ୍ତୀରେ ପଦଯାତ୍ରା ପାଇଁ ବିଜେଡିର ପ୍ରସ୍ତୁତି ବୈଠକ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାନ୍ୟବର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ ଡାବୁଗାଁ ତଥା ରାଜ୍ୟ କୋର୍ କମ୍ମିଟି ସଦସ୍ୟ…
ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ସଦର ମହକୁମାସ୍ଥିତ ଡି ଏନ୍ କେ ଖେଳ ପଡ଼ିଆରେ ସୂଚନା- ଶିକ୍ଷା – ସଞ୍ଚାର କାର୍ଯ୍ୟକ୍ରମ ଓ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ…
ଓଡ଼ିଶା ହକି ଚାମ୍ପିୟାନସିପ ରେ ଚିତ୍ରକୋଣ୍ଡା ଏସ ଏସ ଡି ହାଇସ୍କୁଲ ଛାତ୍ରୀ।
ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ଓଡ଼ିଶା ହକି ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ହକି ଚାମ୍ପିୟାନସିପ-୨୦୨୪ ରେ ମାଲକାନଗିରି ଜିଲ୍ଲା ହକି ଆସୋସିଏସନ ତରଫରୁ ଦଳରେ ସ୍ଥାନ ପାଇଛନ୍ତି ଚିତ୍ରକୋଣ୍ଡା ଏସ ଏସ ଡି ହାଇସ୍କୁଲ ର ତିନି ଜଣ କୃତି ଛାତ୍ରୀ ।…
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଜୋରିମାନା।
କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୯ବର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାରେ ୧୫ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାରରେ ବିଚାର କରି ଧନୁ ନାୟକ ୬୧ବର୍ଷ, ପିତା…
ବାଲିଗୁଡା ଉପଖଣ୍ଡରେ ନକଲି କନ୍ଧମାଳ ହଳଦୀ ଗୁଣ୍ଡ ସହ ବିଭିନ୍ନ ସାମଗ୍ରୀ ବିକ୍ରି : ବିଭାଗ ନୀରବ ଦ୍ରଷ୍ଟା
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ସମେତ ସମଗ୍ର ବାଲିଗୁଡା ଉପଖଣ୍ଡରେ ବିଭିନ୍ନ ପ୍ରକାର ନକଲି ଖାଦ୍ୟ ସାମଗ୍ରୀ ବିକ୍ରି ବୃଦ୍ଧି ଚାଲିଛି। ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନିୟମିତ ଦୃଷ୍ଟି ଦେଉନଥିବାରୁ ଖାଉଟି ମହଲରେ ତିବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ…
“କ୍ରୋନିକ ଓଡ଼ିଶାର ମହାପ୍ରଭାବ” ଗାଜୁଲବନ୍ଧା ଗାଁକୁ ଗମନାଗମନ ହେଲା ସୁଗମ।
କ୍ରୋନିକ ଓଡ଼ିଶା ପୋର୍ଟାଲରେ “ଗାଜୁଲବନ୍ଧା ଗାଁର ଦୁଃଖ,ଦେଢ଼ ବର୍ଷ ହେବ ମିଳୁନି ଚାଉଳ: ଚାଉଳ କାର୍ଡ ନେଇଗଲେ” ଶିର୍ଷକ ଖବର ପ୍ରସାରଣ ପରେ ମହାପ୍ରଭାବ। ଗାଜୁଲବନ୍ଧା ଗାଁକୁ ଗମନାଗମନ ହେଲା ସୁଗମ। ଦୀର୍ଘ ଦୁଇ ମାସ ପରେ ସୋମନାଥପୁର ଏବଂ ଗାଜୁଲବନ୍ଧା…
ବିଦେଶୀ ମଦ ଦୋକାନରୁ ରାତି ଅଧିଆ ଚୋରା ଚାଲାଣ;ଅଭିଯୋଗ ସତ୍ତ୍ୱେ ଅବକାରୀ ବାବୁ ନୀରବ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ଗୋଟିଏ ପଟେ ରାଜ୍ୟରେ ମଦ ଉପରେ ମୋହନ ସରକାର କଡା ପଦକ୍ଷେପ ନେଉଥିବା ବେଳେ ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ଲଗାଣ ଛଡ଼ା ହେଉଛି ଚୋରା ମଦ କାରବାର। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ମଦ ଦୋକାନୀ…
ସ୍ଵେଚ୍ଛାକୃତ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ରିଖ ଶୁକ୍ରବାର ମହେଶ୍ୱରୀ ସମାଜ ତରଫରୁ ପାଞ୍ଚ ଦିନିଆ ସ୍ୱାସ୍ଥ୍ୟ ଶିବିର ସ୍ଥାନୀୟ ମାହେଶ୍ଵରୀ ଭବନଠାରେ ଉଦଘାଟିତ ହୋଇ ଯାଇଛି, ଏହି ଶିବିର ତା ୨୫.୦୯.୨୦୨୪ ରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସକାଳ ୯ଘଟିକା ଠାରୁ ଦିବା ୧୨ ଘଟିକା ଓ…