ନକଲି ବାସିନ୍ଦା ପ୍ରମାଣପତ୍ର ଦେଇ ଦୀର୍ଘ ୧୨ ବର୍ଷ ଧରି ସରକାରୀ ଚାକିରି ; ସ୍ବାସ୍ଥ୍ୟ ବିଭାଗରେ ମହିଳା ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ନକଲି ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ରରେ ୨୦୧୩ ମସିହାରୁ ମାଲକାନଗିରି ଜିଲ୍ଲାରେ ଜଣେ ମହିଳା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟକର୍ମୀ ଭାବେ ଚାକିରୀ କରିଆସୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାବାଡା ପଞ୍ଚାୟତ ଘଗଡା…
ଗୃହମନ୍ତ୍ରୀ ଅମିତ ଶାହଙ୍କ ବସ୍ତର ଗସ୍ତ ପରେ ମାଓ ସଂଗଠନକୁ ବଡ଼ ଝଟକା ; ଆତ୍ମସମର୍ପଣ କଲେ ୮୬ ମାଓବାଦୀ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ପଡୋଶୀ ରାଜ୍ୟ ତେଲେଙ୍ଗାନାରେ ୮୬ ଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ମାଓ ସଂଗଠନ ହାତ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପ୍ରାପ୍ତ ସୂଚନାନୁସାରେ ତେଲେଙ୍ଗାନା ରାଜ୍ୟ କୋଥାଗୁଡେମର ହେମଚନ୍ଦ୍ରପୁରମ୍ ପୋଲିସ…
ଯୁବ ଲେଖକ ସମ୍ମିଳନୀ ଓ ଓଡ଼ିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନଚକ୍ର ନେଇ ପ୍ରସ୍ତୁତି ବୈଠକ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଓଡ଼ିଆ ପକ୍ଷ ପାଳନ ନେଇ ଆସନ୍ତା ୧୧ ଏପ୍ରିଲରେ ଜିଲ୍ଲାରେ ଯୁବ ଲେଖକ ସମ୍ମିଳନୀ ଓ ୧୨ ଏପ୍ରିଲରେ ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନଚକ୍ର ଆୟୋଜନ କରାଯିବ। ଓଡ଼ିଶା ସାହିତ୍ୟ ଏକାଡେ଼ମୀର ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟରେ ଅଧ୍ୟୟନରତ…
ଓଡିଆ ପକ୍ଷ ନେଇ ଐତିହ୍ୟ ଗଣ ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଓଡ଼ିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିନରେ ଓଡ଼ିଆ ପକ୍ଷ ଉପଲକ୍ଷେ ଐତିହ୍ଯସ୍ଥଳୀର ସୁରକ୍ଷା ଓ ଯୁବପିଢ଼ିଙ୍କ ମଧ୍ଯରେ ଏନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ଯରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ…
ଜିଲ୍ଲାପାଳ ପାରମ୍ପରିକ ପୋଷାକ ପିନ୍ଧି ଓଡ଼ିଆ ପକ୍ଷର ବାର୍ତ୍ତା ଦେଲେ ; ହସ୍ତତନ୍ତ ବସ୍ତ୍ର ପରିଧାନ ଦ୍ୱାରା ସମୃଦ୍ଧ ହେବ ଆମ ଅର୍ଥନୀତି।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଆଜି ଓଡ଼ିଆ ପକ୍ଷ ପାଳନର ତୃତୀୟ ଦିନରେ ଆମ ପୋଷାକ ଆମ ପରିଚୟ ଅଭିଯାନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ପାରମ୍ପରିକ ବସ୍ତ୍ର ପରିଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ…
ଜିଲ୍ଲା ବିଜୁ ଜନତା ଦଳ ତରଫରୁ ୯୦ତମ ଓଡିଶା ଦିବସ ପାଳନ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା) ଆମ ଗାରିମାମୟ ଇତିହାସ ତଥା ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ପରମ୍ପରାର ରାଜ୍ୟ ହେଉଛି ‘ଓଡ଼ିଶା’। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଆଜିର ଦିନରେ ‘ଓଡ଼ିଶା’ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ଏହାକୁ ସଫଳ କରିବା…
ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳିତ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାତୃଭୂମି ଓ ମାତୃଭାଷାର ସ୍ଥାନ ସବୁଠାରୁ ଉର୍ଦ୍ଧ୍ବରେ । ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷା ସ୍ଵାଧୀନତା ପୂର୍ବରୁ ଭାଷା ଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟ। ତେଣୁ ନିଜ ମାତୃଭାଷାକୁ ନେଇ ଗର୍ବ କରିବା ସହ ମାତୃଭାଷାର…
ଆନ୍ତର୍ଜାତୀୟ କ୍ଲିବ ଲିଙ୍ଗ(ଟ୍ରାନ୍ସଜେଣ୍ଡର) ଦିବସ ପାଳିତ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ଆନ୍ତର୍ଜାତୀୟ କ୍ଲିବ ଲିଙ୍ଗ ଦିବସ ପାଳନ ହୋଇଯାଇଛି। ଏହି…
ଫେରୁଥିବା ଯବାନଙ୍କ ଏସପିଙ୍କ କରମର୍ଦନ ; ୨୫ ଲକ୍ଷ ଇନାମୀ DKSZC ସଦସ୍ୟ ନକ୍ସଲ ନେତ୍ରୀ ରେଣୁକା ନିହତ ; INSAS ରାଇଫଲ୍ ଉଦ୍ଧାର।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟର ଦାନ୍ତେୱାଡା ଏବଂ ବିଜାପୁର ସୀମାରେ ସୁରକ୍ଷା ବାହିନୀ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ମହିଳା ନକ୍ସଲ ନେତ୍ରୀ ରେଣୁକା ଓରଫ ବାନୁଙ୍କ ମୃତ୍ୟୁ ହୋଇଛି। ରେଣୁକା ନକ୍ସଲ ସଂଗଠନର ଜଣେ…
ଦନ୍ତେୱାଡାରେ ସୁରକ୍ଷା ବାହିନୀ ନକ୍ସଲଙ୍କ ଗୁଳି ବିନିମୟ ; ଜଣେ ମହିଳା ନକ୍ସଲ ନିହତ।
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ଦନ୍ତେୱାଡା ଏବଂ ବିଜାପୁର ଜିଲ୍ଲାର ସୀମାରେ ଆଜି ସକାଳେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଭୟଙ୍କର ଏନକାଉଣ୍ଟର ହୋଇଥିଲା। ସୁରକ୍ଷା ବାହିନୀର ଏକ ଦଳ ମାଓ ବିରୋଧୀ ଅଭିଯାନ ଅନ୍ତର୍ଗତ…